ବଦଳିଲା ଆମେରିକାର ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀ ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ କଲା ଅନ୍ଫଲୋ
ମାତ୍ର କେଇ ଦିନ ମଧ୍ୟରେ ବଦଳିଗଲା ଆମେରିକାର ଆଭିମୁଖ୍ୟ । କରୋନା ସଙ୍କଟରେ ଯେତେବେଳେ ଭାରତକୁ ସାହାଯ୍ୟ ମାଗୁଥିଲା, ସେତେବେଳେ ଭାରତ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲା । ଆଉ ସାହାଯ୍ୟ ପାଇବା ପରେ ଆମେରିକା ବଦଳାଇଦେଲା ତା’ର ଆଭିମୁଖ୍ୟ । ଏଭଳି କିଛି ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ, ହ୍ଟାଇଟ୍ ହାଉସ୍ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ ଫଲୋ … Continue reading ବଦଳିଲା ଆମେରିକାର ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀ ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ କଲା ଅନ୍ଫଲୋ
Copy and paste this URL into your WordPress site to embed
Copy and paste this code into your site to embed