ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ନୂଆଦିଲ୍ଲୀ: ଚାରିଆଡ଼େ କରୋନାକୁ ନେଇ ଭୟ । କେତେବେଳେ କେଉଁଠାରେ କାହା ମାଧ୍ୟମରେ ଏହି ଭାଇରସ ପହଞ୍ଚୁଛି ତାହା ବୁଝିବା କଷ୍ଟକର ହୋଇପଡ଼ୁଛି । ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛି କରୋନା । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନର ସଫେଇ କାର୍ଯ୍ୟପାଇଁ ଭବନ ପରିସରରେ ରହୁଥିବା ଜଣେ ମହିଳାଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା … Continue reading ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା