ଲକଡାଉନ୍ କ’ଣ ଜୋନ୍ ହିସାବରେ ଉଠିବ ? ଆଜି ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକଡାଉନ ୫୦ଦିନ ପୂର୍ଣ୍ଣ କରିବାକୁ ଯାଉଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ମେ ୩ରୁ ଆରମ୍ଭ ହୋଇ ମେ ୧୭ରେ ସରିବାକୁ ଯାଉଛି । କିନ୍ତୁ ତା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହେବାକୁ ଯାଉଛନ୍ତି । କରୋନ ସଙ୍କଟ ମଧ୍ୟରେ ଏହି ଆଲୋଚନ ପଞ୍ଚମ ଥର ପାଇଁ ହେବାକୁ ଯାଉଛି, ଯେଉଁଥିରେ କରୋନା ସ୍ଥିତି … Continue reading ଲକଡାଉନ୍ କ’ଣ ଜୋନ୍ ହିସାବରେ ଉଠିବ ? ଆଜି ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed