ଇନ୍ଦୋରର ଲଜ୍ଜା: କରୋନା ରୋଗୀ ଚିହ୍ନଟ ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ

ଇନ୍ଦୋର: କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସନ୍ଧାନ କରିବାକୁ ଯାଇଥିବା ଡାକ୍ତରୀ ଟିମ୍ ଉପରେ ଆକ୍ରମଣ । ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଇନ୍ଦୋରର ଟାଟପାଟି ଅଂଚଳରେ ଏହି ଘଟଣା ବୁଧବାର ଦିନ ଘଟିଥିଲା ।  ସଂନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଡାକ୍ତରୀ ଟିମ୍ ସେଠାକୁ ଯାଇଥିଲା । ଟିମରେ ଆଶାକର୍ମୀ ଓ ପୋଲିସ ମଧ୍ୟ ଥିଲା । ନିକଟରେ ସେହି ଅଂଚଳରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ … Continue reading ଇନ୍ଦୋରର ଲଜ୍ଜା: କରୋନା ରୋଗୀ ଚିହ୍ନଟ ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ