ଦେଶରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ

ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନାରୁ ବଞ୍ଚିବାପାଇଁ ଦେଶରେ ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନିଆଯାଉଛି। ଏମିତି ଅବସ୍ଥା ଆସିଲାଣି ଯେ ଦେଶରେ ଆର୍ଥିକ ଅବସ୍ଥା ଭାଙ୍ଗିବାରେ ଲାଗିଲାଣି। କିନ୍ତୁ ଏ ମାରାତ୍ମକ କରୋନା ପାଇଁ ପ୍ରତିକାର ବାହାରି ପାରୁନି। ଯାହାଫଳରେ ଗୋଟିଏପରେ ଗୋଟିଏ ଜୀବନ ଯାଉଛି କରୋନାରେ। ଗତ ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୩୭୪ରେ । … Continue reading ଦେଶରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ