୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଅକ୍ଟୋବର ଆଣିଛି ଆଶ୍ୱସ୍ତି । ୩ ମାସ ପରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଜୁଲାଇ ପରେ ଦେଶରେ ପ୍ରଥମ ଥର ପାଇଁ ୫୦ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଦେଶରେ ଆଜି ୪୬ହଜାର ୭୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୫୮୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୦.୨୩ ପ୍ରତିଶତ ଥିବାବେଳେ ସୁସ୍ଥ … Continue reading ୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ