ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ୪୩୪ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର କମିବାର ଲାଗିଛି । ୨୪ ଘଣ୍ଟାରେ ୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୪୯ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୮୫ ରହିଛି । ସେହିପରି ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନଭେମ୍ବରରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ କମିବାରେ ଲାଗିଛି ।
6. Boudh: 3
7. Cuttack: 28
8. Deogarh: 1
9. Dhenkanal: 2
10. Ganjam: 9
11. Jagatsinghpur: 9
12. Jajpur: 16
13. Jharsuguda: 7
14. Kalahandi: 8
15. Kendrapada: 8
16. Keonjhar: 25
17. Khurda: 54
18. Koraput: 6
19. Malkangiri: 2
20. Mayurbhanj: 27
21. Nawarangpur: 2
22. Nayagarh: 1— I & PR Department, Odisha (@IPR_Odisha) December 3, 2020
ବୁଧବାର ଦିନ ଚିହ୍ନଟ ହୋଇଥିବା ସଂମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ରହିଛନ୍ତି । ତେବେ ଖୋର୍ଦ୍ଧାରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି, ଅନୁଗୁଳରୁ ୪୫, ସୁନ୍ଦରଗଡ଼ରୁ ୪୧, ନୂଆପଡାରୁ ୩୦, ବଲାଙ୍ଗୀରରୁ ୨୯, କଟକରୁ ୨୮, ମୟୂରଭଞ୍ଜରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
2.A 59-year-old female of Ganjam district who was also suffering from Diabetes Mellitus.
3.A 54-year-old male of Ganjam district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) December 3, 2020
ତେବେ ଗୁରୁବାର ଦିନ ଆଉ ୫ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୭୫୮କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୧୭ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ସୁଦ୍ଧା କରୋନାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୩ହଜାର ୩୯୪ ସଂକ୍ରମିତ ଏବଂ ରାଜ୍ୟରେ ବର୍ତ୍ତମାନ ୪ହଜାର ୮୧୫ ଜଣ ସକ୍ରିୟ ମାମଲା ରହିଛି ।