ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ । ଏଭଳି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ । କରୋନା ସମୟରେ ଦେଶରେ ୨୧ ଦିନର ଲକ୍‌ଡାଉନ ନିହାତି ଆବଶ୍ୟକ ଥିଲା । କିନ୍ତୁ ଏହାକୁ ପୂର୍ବ ପ୍ରସ୍ତୁତି ନକରି କାର୍ଯ୍ୟକାରୀ କରାଯାଇଛି । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ହଇରାଣ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏଭଳି … Continue reading ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି