ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି

ଶିଶୁ ଏବଂ ବୃଦ୍ଧମାନଙ୍କ ପ୍ରତି କରୋନା ଭାଇରସ୍‌ର ବିପଦ ଅଧିକ ଥାଏ । କାରଣ ସେମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍‌ । କରୋନା ଭାଇରସ୍‌ରେ ସେଇମାନେ ମୃତ୍ୟୁ ବରଣ କରିଥାନ୍ତି ଯାହାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଯଦି ଆପଣଙ୍କ ଶିଶୁ ଏବଂ ବୃଦ୍ଧ ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ନୁହଁନ୍ତି, ତେବେ ଲକ୍‌ଡାଉନ୍‌ ସମୟରେ ତାଙ୍କ ଖାଦ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ଖାଇବା … Continue reading ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି