କଟକ ବଡ଼ ମେଡିକାଲରେ କୋରୋନା ଭାଇରସରେ ଆକ୍ରାନ୍ତ ସନ୍ଦିଗ୍ଧ ଏବେ ସୁସ୍ଥ

କଟକ: କଟକ ବଡ଼ ମେଡିକାଲରେ କୋରୋନା ଭାଇରସରେ ଆକ୍ରାନ୍ତ ସନ୍ଦିଗ୍ଧ । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କ୍ଲାଇମେଟ ଚେଞ୍ଜ ହେବାରୁ ତାଙ୍କୁ ଥଣ୍ଡା ହୋଇଛି । ତେବେ ସନ୍ଦେହ ହେବାରୁ ରକ୍ତ ପରୀକ୍ଷା କରିବାକୁ ଆସିଥିବା ସେ କହିଛନ୍ତି । ଜାନୁଆରୀ ୧ପରେ ଚୀନରୁ ଆସିଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ପରେ ସେ ପରୀକ୍ଷା ପାଇଁ ଆବେଦନ କରିଥିଲେ ।

Leave a Reply