କରୋନା ଯୁଦ୍ଧରେ ମିଳିବ ସଫଳତା…ବର୍ଷ ଶେଷ ସୁଦ୍ଧା ଭାରତରେ ଆସିପାରେ ଭ୍ୟାକ୍ସିନ୍ !

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ଦ୍ୱାରା କରୋନା ଟିକା ସର୍ବ ପ୍ରଥମେ ପ୍ରସ୍ତୁତ ହେବା ଖବର ସାମ୍ନାକୁ ଆସିଥିଲା । ହେଲେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଭାରତ ହାଇଦ୍ରାବାଦର ଏକ  ବାୟୋଟେକ୍ କଂପାନି କରୋନାକୁ ମାରିବା ପାଇଁ ଟିକା ପ୍ରସ୍ତୁତ କରିଛି ବୋଲି ଜଣାଯାଇଛି। ଆମେରିକାରେ ଏହାର ଏନିମଲ ଟ୍ରାୟଲ ମାନେ ପଶୁଙ୍କ ଉପରେ ପରିକ୍ଷଣ ଆରମ୍ଭ ହୋଇଛି। ତିନି ରୁ ଛଅ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷଣର ଫଳାଫଳ … Continue reading କରୋନା ଯୁଦ୍ଧରେ ମିଳିବ ସଫଳତା…ବର୍ଷ ଶେଷ ସୁଦ୍ଧା ଭାରତରେ ଆସିପାରେ ଭ୍ୟାକ୍ସିନ୍ !