ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୪୨୩୭ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ଆଉ ୪ହଜାର ୨ ଶହ ୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୪ ଶହ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାରା ୭ ଶହ ୫୨ ଲୋକାଲ କେସ ରହିଛି । ସେହିପରି ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୬ ଶହ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭୭, ଝାରସୁଗୁଡ଼ା ୨୦୫, ଜଗତସିଂହପୁରରୁ ୨୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୯୨ ହଜାର ୫ ଶହ ୪୮କୁ ବୃଦ୍ଧି ପାଇଛି ।
6. Boudh: 43
7. Cuttack: 577
8. Deogarh: 22
9. Dhenkanal: 70
10. Gajapati: 42
11. Ganjam: 71
12. Jagatsinghpur: 173
13. Jajpur: 201
14. Jharsuguda: 205
15. Kalahandi: 57
16. Kandhamal: 55
17. Kendrapada: 148
18. Keonjhar: 42
19. Khurda: 647
20. Koraput: 89
21. Malkangiri: 44— I & PR Department, Odisha (@IPR_Odisha) September 23, 2020
ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୬୪୭ ଓ କଟକରୁ ୫୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୧୦ , ବାଲେଶ୍ୱରରୁ ୧୬୧ , ବରଗଡ଼ରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୪୩, ଦେଓଗଡ଼ରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୧୭୩ , ଯାଜପୁରରୁ ୨୦୧, ଝାରସୁଗୁଡ଼ାରୁ ୨୦୫, କଳାହାଣ୍ଡିରୁ ୧୫୭ , କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୧୪୮ , କେନ୍ଦୁଝରରୁ ୪୨, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୩୯, ନବରଙ୍ଗପୁରରୁ ୭୦, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୧୫, ପୁରୀରୁ ୨୧୯ , ରାୟଗଡ଼ାରୁ ୫୧, ସମ୍ବଲପୁରରୁ ୧୧୧, ସୁନ୍ଦରଗଡ଼ରୁ ୨୦୧, ସୋନପୁରରୁ ୧୩୧,ଷ୍ଟେଟ ପୁଲ୍ ୧୬୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 139
23. Nawrangpur: 70
24. Nayagarh: 50
25. Nuapada: 115
26. Puri: 219
27. Rayagada: 51
28. Sambalpur: 111
29. Sonepur: 131
30. Sundargarh: 101
31. State Pool: 169New Recovery: 3834
Cumulative Tested: 2905731
Positive: 192548
Recovered: 153213
Active Case: 38546— I & PR Department, Odisha (@IPR_Odisha) September 23, 2020
ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୨ହଜାର ୫୪୮ରେ ପହଞ୍ଚିଛି । ବୁଧବାରେ ରାଜ୍ୟରେ ଆଉ ୧୫ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୩୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୫୩ ହଜାର ୨୧୩ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୫୪୬ଟି ସକ୍ରିୟ ମାମଲା ରହିଛି ।