କମୁଛି ସଂକ୍ରମଣ ! ୨୪ ଘଣ୍ଟାରେ ୨୫୪୬ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ହଜାର ୫୪୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧ ହଜାର ୫୦୪ ଓ ଲୋକାଲ୍ କଣ୍ଟାକ୍ଟରେ ଆସି ୧ ହଜାର ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ସଂକ୍ରମଣ ହାର କମିଥିବା ଦେଖାଯାଇଛି ।
Covid-19 Report For 10th October
New Positives Cases: 2546
In quarantine: 1504
Local contacts: 1042(Details of local contacts will be shared by concerned District Administration)
District Wise Cases
1. Angul: 208
2. Balasore: 103
3. Bargarh: 92
4. Bhadrak: 34
5. Balangir: 85— I & PR Department, Odisha (@IPR_Odisha) October 11, 2020
ତେବେ ଖୋର୍ଦ୍ଧାରେ ସର୍ବାଧିକ ୪୧୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନୁଗୁଳରୁ ୨୦୮, ସୁନ୍ଦରଗଡ଼ରୁ ୧୬୧, କଟକରୁ ୧୩୪, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଯାଜପୁରରୁ ୯୦, ନୂଆପଡାରୁ ୮୮, ଜଗତସିଂହପୁରରୁ ୮୬, ବଲାଙ୍ଗିରରୁ ୮୫, ସମ୍ବଲପୁରରୁ ୮୪, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୭୫ଜଣ ଲେଖାଏଁ, କୋରାପୁଟରୁ ୭୨, ପୁରୀରୁ ୭୦, ନବରଙ୍ଗପୁରରୁ ୬୦, ଝାରସୁଗୁଡାରୁ ୫୭, କେନ୍ଦୁଝରରୁ ୪୩, ବୌଦ୍ଧରୁ ୩୭, ଭଦ୍ରକ ଓ ଗଞ୍ଜାମରୁ ୩୪ଜଣ ଲେଖାଏଁ, ମାଲକାନଗିରିରୁ ୨୭, ରାୟଗଡା଼ରୁ ୨୧, ଦେବଗଡ଼ରୁ ୧୪, ଗଜପତିରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
6. Boudh: 37
7. Cuttack: 134
8. Deogarh: 14
9. Dhenkanal: 25
10. Gajapati: 10
11. Ganjam: 34
12. Jagatsinghpur: 86
13. Jajpur: 90
14. Jharsuguda: 57
15. Kalahandi: 75
16. Kandhamal: 49
17. Kendrapada: 75
18. Keonjhar: 43
19. Khurda: 410
20. Koraput: 72
21. Malkangiri: 27— I & PR Department, Odisha (@IPR_Odisha) October 11, 2020
ତେବେ କରୋନାରେ ରାଜ୍ୟରେ ଆଉ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ ହଜାର ୨୩୯ରେ ପହଞ୍ଚିଛି । ଆକ୍ଟିଭ କେସ୍ ୨୬ ହଜାର ୮୯୧ ଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୨୪ହଜାର ୨୭୩ଜଣ ।
22. Mayurbhanj: 120
23. Nawarangpur: 60
24. Nayagarh: 48
25. Nuapada: 88
26. Puri: 70
27. Rayagada: 21
28. Sambalpur: 84
29. Sonepur: 48
30. Sundargarh: 161
31. State Pool: 86New Recoveries: 3885
Cumulative Tested: 3755671
Positive: 252239
Recovered: 224273
Active Cases: 26891— I & PR Department, Odisha (@IPR_Odisha) October 11, 2020