ଭାରତରେ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି କରୋନା… ୩୩ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଭୟାନକ୍‌ ହେଉଛି କରୋନା ଭୂତାଣୁ । ଏପର୍ଯ୍ୟନ୍ତ ଭାରତରେ ୧ ହଜାର ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି ଏହି ଭୂତାଣୁ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି ଭୂତାଣୁ । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ, ଦେଶରେ ୩୨ ହଜାର ୮ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ୮ ହଜାର ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ  ମହାରାଷ୍ଟ୍ରରେ ମାତ୍ରାଧିକ … Continue reading ଭାରତରେ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି କରୋନା… ୩୩ ହଜାରରୁ ଅଧିକ ସଂକ୍ରମିତ