ରାଜ୍ୟରେ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି ।
Another 4048 Covid patients have recovered and are being discharged on 02.10.2020
683 from Khordha
466 from Cuttack
195 from Puri
176 from Jajapur
167 from Anugul
146 from Kandhamal
142 from Kendrapara
133 from Nabarangpur
130 from Jagatsinghpur
118 from Bhadrak— H & FW Dept Odisha (@HFWOdisha) October 2, 2020
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ ୪୬୬ ଜଣ କଟକରୁ, ୧୩୦ ଜଣ ଜଗତସିଂହପୁରରୁ, ସୁନ୍ଦରଗଡ଼ରୁ ୯୮, ଯାଜପୁରରୁ ୧୭୬, ପୁରୀରୁ ୧୯୫, ଝାରସୁଗୁଡ଼ାରୁ ୮୧, ମୟୂରଭଞ୍ଜରୁ ୧୦୮, ବରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୪୨, ବାଲେଶ୍ୱରରୁ ୧୧୫, ଅନୁଗୁଳରୁ ୧୬୭, ସମ୍ବଲପୁରରୁ ୧୧୧, ନୟାଗଡ଼ରୁ ୪୬, କଳାହାଣ୍ଡିରୁ ୫୩, ଢେଙ୍କାନାଳରୁ ୩୩, ନବରଙ୍ଗପୁରରୁ ୧୩୩, ନୂଆପଡ଼ାରୁ ୧୦୧, ସୋନପୁରରୁ ୬୧, କେନ୍ଦୁଝରରୁ ୧୦୭, କନ୍ଧମାଳରୁ ୧୪୬, ଭଦ୍ରକରୁ ୧୧୮, କୋରାପୁଟରୁ ୬୪, ବଲାଙ୍ଗିରରୁ ୪୫, ମାଲକାନଗିରିରୁ ୪୮, ଗଞ୍ଜାମରୁ ୩୯, ରାୟଗଡ଼ାରୁ ୯୯, ବୌଦ୍ଧରୁ ୩୫, ଦେଓଗଡ଼ରୁ ୧୬, ଗଜପତିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଷ୍ଟେଟ୍ ପୁଲ୍ରେ ମଧ୍ୟ ୩୧୩ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
39 from Ganjam
35 from Boudh
33 from Dhenkanal
16 from Deogarh
13 from Gajapati
313 from State PoolThe total recovered cases of Odisha now stand at 194128
— H & FW Dept Odisha (@HFWOdisha) October 2, 2020
ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୯୪ ହଜାର ୧୨୮ ଜଣ ସୁସ୍ଥ ହୋଇଛନ୍ତି ।