ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ
1 min readଭୁବନେଶ୍ୱର: କରୋନା ସଂକଟ ମଧ୍ୟରେ ରାଜ୍ୟ ପାଇଁ ଆଶ୍ୱସ୍ତି । ଗତ ୧୦ଦିନ ଧରି ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧୦ଦିନରେ ପଜିଟିଭ ହାର ୮.୫୩%ରୁ ୬.୩୨%କୁ ହ୍ରାସ ପାଇଛି । ସେହିପରି ଦୈନିକ ସଂକ୍ରମଣ ମାମଲା ହାରାହାରି ୪ହଜାର ୧୪୨ରୁ କମି ୨ହଜାର ୮୩୩ରେ ପହଞ୍ଚିଛି । ରାଜ୍ୟର ୪ ପ୍ରମୁଖ ଜିଲ୍ଲାରେ ପଜିଟିଭ ହାର କମିଛି । ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କମିଛି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି କମିବ ବୋଲି ଆକଳନ କରାଯାଉଛି ।
22. Mayurbhanj: 110
23. Nawarangpur: 39
24. Nayagarh: 31
25. Nuapada: 69
26. Puri: 71
27. Rayagada: 33
28. Sambalpur: 56
29. Sonepur: 50
30. Sundargarh: 150
31. State Pool: 67New Recoveries: 2577
Cumulative Tested: 3836825
Positive: 256937
Recovered: 230192
Active Cases: 25635— I & PR Department, Odisha (@IPR_Odisha) October 13, 2020