କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଠାକୁର ବର୍ଷ ବର୍ଷ ଲକ୍ ଡାଉନରେ ଥିଲେ । ଠାକୁର ପାତାଳୀ ବେଳେ ୪୫ ଓ ୯୯ ବର୍ଷ ରହିଥିଲେ । ଆମେ ୮ ଦିନ ପାଇଁ ଲକ୍ ଡାଉନ୍ କରିଛୁ ।

କରୋନା ଭୂତାଣୁକୁ ରୋକିବାକୁ ନିଜକୁ ଲକ୍ ଡାଉନ୍ କରିବାକୁ ପଡ଼ିବ ଠାକୁରଙ୍କ ଭଳି ।

ମାଦଳା ପାଞ୍ଜି ଅନୁସାରେ ଠାକୁର ୨୨ଥର ଲକ୍ ଡାଉନ୍ ହୋଇଥିଲେ । ଶ୍ରୀକ୍ଷେତ୍ରରେ ୨ ଥର ଲକ୍ ଡାଉନ୍ ହୋଇଥିଲେ ମହାପ୍ରଭୁ ।

ଓଡ଼ିଶାରେ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଚିକିତ୍ସା ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୩୩୨ରେ ପହଞ୍ଚିଛି, ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ।

କାଲିଠାରୁ ରାଜ୍ୟ ବାହାରୁ କୌଣସି ବସ୍ ଓଡ଼ିଶା ଆସିବ ନାହିଁ କି ଓଡ଼ିଶାରୁ କୌଣସି ବସ୍ ଅନ୍ୟ ରାଜ୍ୟକୁ ଯିବ ନାହିଁ ।

ଆସନ୍ତାକାଲି ଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ ।

ଲକ ଡାଉନରେ ମାଲାବାହୀ ଯାନ ଉପରେ କୌଣସି କଟକଣା ନାହିଁ ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ ।

 

Leave a Reply