ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୮୮ ହଜାର, ଭାରତରେ ୧୬୬ ଜଣ

ନୂଆଦିଲ୍ଲୀ: କାୟାବିସ୍ତାର କରିବାରେ ଲାଗିଛି କରୋନା । ଦିନ ଗଡ଼ିବା ସହ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହା ସାଙ୍ଗକୁ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । କିଛି ସଂଖ୍ୟା ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଆକ୍ରାନ୍ତଙ୍କ ହାର୍‌ ଅନୁଯାୟୀ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କମ୍ । ଗୁରୁବାର ସକାଳ ସୁଦ୍ଧା ସାରା ବିଶ୍ୱରେ ମୋଟ ୧୫ ଲକ୍ଷ ୧୮ ହଜାର ୭୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮୮ … Continue reading ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୮୮ ହଜାର, ଭାରତରେ ୧୬୬ ଜଣ