ନୂଆଦିଲ୍ଲୀ: କରୋନା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମନ୍ତ୍ରାଳୟ ଓ ବିଭାଗର କର୍ମଚାରୀ ବାୟୋ ମେଟ୍ରିକ ସିଷ୍ଟମରେ ଭରିବେନି ଉପସ୍ଥାନ । ରେଜିଷ୍ଟରରେ କରିବେ ଦସ୍ତଖତ । କରୋନା ସଂକ୍ରମଣରୁ ବର୍ତ୍ତିବାକୁ ପଦକ୍ଷେପ ।

Leave a Reply