ନୂଆଦିଲ୍ଲୀ: ଭାରତରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆଦିଲ୍ଲୀ ଓ ତେଲଙ୍ଗାନାରେ ୨ ଜଣଙ୍କ ଠାରେ କୋଭିଡ୧୯ । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ରଖାଯାଇଛି ତୀକ୍ଷଣ ନଜର । ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।

Leave a Reply