ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ପୁରୀ: ଦଳ ଆଗ, ଦିଅଁ ପଛ । ପାର୍ଟି ପାଇଁ ଶ୍ରୀଜଗନ୍ନାଥଙ୍କ ପୀଠର ପରିଚୟ ଖୋଜିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବାଢିଲେ ବିତଣ୍ଡା ଯୁକ୍ତି । ପୁରୀକୁ କୁଆଡେ ପରିଚୟ ଦେଇଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ଆଗରୁ ଦେଶବାସୀ ପୁରୀକୁ କଲିକତାରେ ବୋଲି ଭାବୁଥିଲେ । ହେଲେ ପୁରୀ ଲୋକସଭା ଆସନରୁ ବିଜେପି ନେତା ସମ୍ବିତ ପାତ୍ର ପ୍ରତିଦ୍ବନ୍ଦ୍ବିତା କରିବା ପରେ କୁଆଡ଼େ ସମସ୍ତ ଜାଣିପାରିଲେ ପୁରୀ ଓଡ଼ିଶାରେ ବୋଲି । … Continue reading ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ