ଶ୍ରୀଜିଉଙ୍କୁ ୧୦ ଲକ୍ଷ ଟଙ୍କା ଦାନ ଦେଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଜଗନ୍ନାଥ ପ୍ରେମୀ । ଡ. ସୌମେନ୍ଦ୍ର ମହାନ୍ତି ଏସ ଏମ କନସଲଟାଣ୍ଟ ପ୍ରଶାସନକୁ ଏହି ଦାନ ରାଶି ପ୍ରଦାନ କରିଛନ୍ତି । ଚେକ ଆକାରରେ ସୌମେନ୍ଦ୍ର ଅର୍ଥରାଶିକୁ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥରାଶି ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଅଜୟ କୁମାର ଜେନାଙ୍କୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।