spot_img

Latest Posts

ବହୁ ସୁଟ୍ ବାଲା ଏବେ ଓଡିଶା ଆସିଗଲେ ଜଙ୍ଗଲ, ଜମି, ପାଣି ବିକ୍ରୀ ହେବ : ଅଜୟ କୁମାର

ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରୀ ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର । ସେ ଆହୁରୀ ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରୀ ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର।

ବିଜେପିର ଏସବୁ ଗୁଣ ଯୋଗୁଁ ସେମାନେ ଓଡ଼ିଶାରେ କ୍ଷମତାରୁ ବାହାରେ ଥିଲେ। କଂଗ୍ରେସ ସଙ୍ଗଠନରେ ଯେଉଁମାନେ ବିଦ୍ରୋହୀ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

Latest Posts

Don't Miss