ସାନିଟାଇଜର ଓ ମାସ୍କ କଳାବଜାରୀ ନେଇ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଚଢ଼ାଉ । ମାସ୍କ, ହ୍ୟ।ଣ୍ଡଓ୍ୱାଶ, ସାନିଟାଇଜର କଳାବଜାରୀ ନେଇ କମିଶନରେଟ୍‌ ପୋଲିସ ରେଡ୍‌ କରାଯାଇଛି । ଗତ କିଛି ଦିନ ହେବ କରୋନା ସତର୍କତା ପାଇଁ  ବଜାରରେ ମିଳୁଥିବା ମାସ୍କ, ହ୍ୟ।ଣ୍ଡଓ୍ୱାଶ, ସାନିଟାଇଜରର ମୁଲ୍ୟ ହଠାତ୍‌ ବଢିଯାଇଥିଲା ।

ଲୋକଙ୍କ ଅତ୍ୟଧିକ ଚାହିଦାର ଫାଇଦା ଉଠାଇଥିଲେ ଖଳ ପ୍ରକୃତିର ବ୍ୟବସାୟୀ । ଏପରିକି ବଜାରରୁ ଅଚାନକ ମାସ୍କ ଏବଂ ସାନିଟାଇଜର ଶେଷ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଆଜି ସମସ୍ତ ମେଡିସିନ ଷ୍ଟୋରରେ ଚଢ଼ାଉ କରାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

Leave a Reply