ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଚେତାବନୀ । ଘରୋଇ କୋଚିଂ ଦେଉଥିଲେ ଆଉ ମିଳିବନି ନିସ୍ତାର । ଉଚ୍ଚଶିକ୍ଷା କୋଡ୍ ଅନୁସାରେ ନିଆଯିବ ଦୃଢ ପଦକ୍ଷେପ ।