Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
July 18, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ପୁରୁଷ ହକି ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପୁରୁଷ ହକି ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

1 min read
April 14, 2022

ଭୁବନେଶ୍ୱର: ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଲୋଗୋ ଆଜି ଉନ୍ମୋଚନ ହେବ । କଳିଙ୍ଗ ହକି ଷ୍ଟାଡିୟମରେ ଆଜି ସଂଧ୍ୟାରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋଗୋ ଉନ୍ମୋଚନ କରିବେ ।

ବହୁ ପ୍ରତିକ୍ଷୀତ ପୁରୁଷ ହକି ବିଶ୍ୱକପ୍  ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ । ନିର୍ମାଣ ସରିଲେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ହେବ ଭାରତର ବୃହତ ହକି ଷ୍ଟାଡିୟମ । ଓଡିଶାରେ ଦ୍ୱିତୀୟ  ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ ମସିହାରେ ଓଡିଶାରେ ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସେଥିରେ ବେଲଜିୟମ ଚାମ୍ପିଅନ ହୋଇଥିଲା ।

ସୂଚନା ଥାଉ କି, ରାଉରକେଲାରେ ଜୋରସୋରେ ନିର୍ମାଣ ଚାଲିଛି ସର୍ବ ବୃହତ୍ତ ହକି ଷ୍ଟାଡିୟମ୍ । ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବିପିୟୁଟି ପରିସରରେ ନିର୍ମିତ ହେଉଛି ଏହି ସର୍ବ ବୃହତ୍ତ ଷ୍ଟାଡିୟମ୍ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ରାଉରକେଲାରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ, ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କଲେ ତଦାରଖ

Tags: #CMNaveenPatnaik HockeyWorldCup inaugurate Logo

Continue Reading

Previous କ୍ରିମିନାଲ ଘରେ କମିଶନରେଟ ପୋଲିସର ରେଡ୍
Next ଜାଣନ୍ତୁ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମରେ କ’ଣ ରହିଛି ଖାସ୍…

ଅଧିକ କାହାଣୀ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଟିମ୍

July 18, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା: ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

July 18, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ

July 18, 2025

Recent Posts

  • ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଟିମ୍
  • ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା: ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି
  • ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ
  • ଏଣିକି ୧୬ ବର୍ଷର ପିଲା ଦେଇପାରିବେ ଭୋଟ୍‌: ଜାଣନ୍ତୁ କେଉଁ ଦେଶରେ ରହିଛି କେଉଁ ଆଇନ ?
  • ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ ପରେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କଲା ଇଡି
  • ଭାରତର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ କାହିଁକି ଗସ୍ତ କରୁଛନ୍ତି ଅସିମ ମୁନୀର? ପାକିସ୍ତାନ-ଚୀନର ବଡ଼ ଷଡ଼ଯନ୍ତ୍ର !
  • ଭୁଶୁଡ଼ିଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି
  • ଭୁଲ ହୋଇଗଲା ମେଟାର ଅଟୋମେଟିକ ଟ୍ରାନ୍ସଲେସନ, ପରଲୋକଗତ ଅଭିନେତ୍ରୀ ସରୋଜାଙ୍କ ବଦଳରେ ସ୍ଥାନ ପାଇଗଲେ ସିଦ୍ଦରମୈୟା
  • ବୁମ୍ରାଙ୍କ ବିନା ଟିମ୍ ଇଣ୍ଡିଆର ବିଜୟ ସମ୍ଭାବନା କମ୍ ହୋଇଯାଉଛି? କ’ଣ କହୁଛି ରେକର୍ଡ
  • ପ୍ରେମିକାକୁ କଲ ଗାର୍ଲ କରିବାକୁ ଚାହୁଁଥିଲା…. ମନା କରିବାରୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ
  • ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ୭ହଜାର ୮୮ଟି ସାପ
  • ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ସ୍କୁଲ ଶିକ୍ଷୟିତ୍ରୀ
  • ଆମ୍ବ ଦେବା ବାହାନାରେ ଦୁଷ୍କର୍ମ, ଏନକାଉଣ୍ଟରରେ ଅଭିଯୁକ୍ତ ମୃତ
  • ବୈତରଣୀରେ ବନ୍ଯାପାଣି ମାଡି ଆରଡି ଅଂଚଳରେ ଏକର ଏକର ଫସଲ ନଷ୍ଟ
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଟିମ୍

July 18, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା: ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

July 18, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ

July 18, 2025
1 min read
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏଣିକି ୧୬ ବର୍ଷର ପିଲା ଦେଇପାରିବେ ଭୋଟ୍‌: ଜାଣନ୍ତୁ କେଉଁ ଦେଶରେ ରହିଛି କେଉଁ ଆଇନ ?

July 18, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.