Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
May 24, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

1 min read
April 14, 2022

ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଖେଳାଯିବ ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ।

ନିର୍ମାଣ ସରିଲେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ହେବ ଭାରତର ବୃହତ ହକି ଷ୍ଟାଡିୟମ । ଓଡିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ ମସିହାରେ ଓଡିଶାରେ ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସେଥିରେ ବେଲଜିୟମ ଚାମ୍ପିଅନ ହୋଇଥିଲା ।

ସୂଚନା ଥାଉ କି, ରାଉରକେଲାରେ ଜୋରସୋରେ ନିର୍ମାଣ ଚାଲିଛି ସର୍ବବୃହତ ହକି ଷ୍ଟାଡିୟମ୍ । ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବିପିୟୁଟି ପରିସରରେ ନିର୍ମିତ ହେଉଛି ଏହି ସର୍ବବୃହତ ଷ୍ଟାଡିୟମ୍ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Tags: #CMNaveenPatnaik HockeyWorldCup Inagurate Logo

Continue Reading

Previous ଗାଡ଼ି ଧୀରେ ଚଳାଇବାକୁ ଇସାରା ଦେଲେ ଯୁବକ , ଚାପୁଡ଼ା ପରେ ଚାପୁଡ଼ା ମାରିଲେ ତହସିଲଦାର
Next ଜୁନ୍‌ରେ ଆସିବ ମୌସୁମୀ: ୯୯ ପ୍ରତିଶତ ବର୍ଷା ସମ୍ଭାବନା

ଅଧିକ କାହାଣୀ

  • ଓଡ଼ିଶା

ଆସୁଛି ସାବିତ୍ରୀ ବ୍ରତ : ଫଳ କିଣିବାକୁ ଲାଗିଲାଣି ଭିଡ଼

May 23, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଭିନ୍ନକ୍ଷମ ଶିବିରରେ କରାଯାଉଛି ଉପହାସ

May 23, 2025
  • ଅପରାଧ
  • ହାଇଲାଇଟ୍ ସମ୍ବାଦ

ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ : ପୁଅକୁ ବିକି ଦେଇଛି ମାଆ

May 23, 2025

Recent Posts

  • ଆସୁଛି ସାବିତ୍ରୀ ବ୍ରତ : ଫଳ କିଣିବାକୁ ଲାଗିଲାଣି ଭିଡ଼
  • ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଭିନ୍ନକ୍ଷମ ଶିବିରରେ କରାଯାଉଛି ଉପହାସ
  • ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ : ପୁଅକୁ ବିକି ଦେଇଛି ମାଆ
  • ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଜୁଆଙ୍ଗ ଜନଜାତି ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ
  • ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ
  • ବୈତରଣୀ ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ
  • ତରକେରା ଡ୍ୟାମରେ ବୁଡ଼ି ଛାତ୍ର ମୃତ
  • ପାକିସ୍ତାନ ଲାଗି ଗୁପ୍ତଚରୀ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ
  • ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା
  • ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ : ୪ ନକ୍ସଲ ନିପାତ
  • ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଉଥିବା ଅଭିଯୋଗ
  • ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ରାଜା ନାୟକର ଘର ଭାଙ୍ଗିଦେଲେ..
  • ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆଟାକ
  • ମାତୃତ୍ବକାଳୀନ ଛୁଟି ଏକ ପ୍ରଜନନଗତ ଅଧିକାର, କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
  • ନୂଆପଡ଼ା ଖଡ଼ିଆଳ ରାସ୍ତା ଓ ବ୍ରିଜ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା

ଆସୁଛି ସାବିତ୍ରୀ ବ୍ରତ : ଫଳ କିଣିବାକୁ ଲାଗିଲାଣି ଭିଡ଼

May 23, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଭିନ୍ନକ୍ଷମ ଶିବିରରେ କରାଯାଉଛି ଉପହାସ

May 23, 2025
  • ଅପରାଧ
  • ହାଇଲାଇଟ୍ ସମ୍ବାଦ

ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ : ପୁଅକୁ ବିକି ଦେଇଛି ମାଆ

May 23, 2025
1 min read
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଜୁଆଙ୍ଗ ଜନଜାତି ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ

May 23, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.