ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ

ଭୁବନେଶ୍ୱର: ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କେବଳ ଜଣେ ଭଲ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ହେବାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍‌ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରରେଡ୍ । ଜାଭିୟର ଛକରୁ ୟୁଟର୍ଣ୍ଣ ନେବାର ଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ଏହା ପୂର୍ବରୁ ସେହି ରାସ୍ତା ଦେଇ … Continue reading ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ