ହାଇଦ୍ରାବାଦରେ ୫ ଘଣ୍ଟାରେ ୩୭ ବିଜନେସ ଟାଇକୁନଙ୍କ ସହ ୱାନ ଟୁ ୱାନ, ଦେଖନ୍ତୁ…

ହାଇଦ୍ରାବାଦ: ନିଜାମ ସହରରେ ଉଦ୍ଦ୍ୟୋଗପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର ।
ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର ।
ପୁଞ୍ଜି ନିବେଶର ମିଳିଛି ପୁଳା ପୁଳା ପ୍ରତିଶ୍ରୁତି ।
ନନଷ୍ଟପ ନବୀନ, ମାରାଥନ ମିଟିଂ ।
ଇନଭେଷ୍ଟର୍ସ ମିଟ ପୂର୍ବରୁ ଦିନ ତମାମ ନିମନ୍ତ୍ରଣ ପର୍ବ ।
ଓଡ଼ିଶା ଆସି ନିବେଶ କରିବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ ।
ନିବେଶକଙ୍କୁ ନବୀନଙ୍କ ନିମନ୍ତ୍ରଣ ।
ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ ଟିମ୍ ଓଡ଼ିଶା ।