ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ପରିସରରେ କରୋନା ସଚେତନତା । ନିଜେ ହାତ ଧୋଇ ସମସ୍ତଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆତଙ୍କ ଖେଳାଉଥିବା ମହାମାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଜନସଚେତନତା ସୃଷ୍ଟି କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟ ବିଧାୟକଙ୍କ ସହ ହାତ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଠାରୁ ବର୍ତ୍ତିବାକୁ ହେଲେ କଣ ସବୁ କରିବାକୁ ପଡ଼ିବ ସେ ନେଇ ମୁଖ୍ୟମନ୍ତ୍ରୀ … Continue reading ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ