୭ରେ ସମ୍ବୋଧନ, କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ । କୋଭିଡ୍ ତୃତୀୟ ଲହର ମୁକାବିଲା ନେଇ କରିବେ ସମ୍ବୋଧନ । କୋଭିଡ୍ ମୁକାବିଲାରେ ଓଡ଼ିଶା ଆଗୁଆ ରହିଛି, ତଥାପି ଲୋକଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।