ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ଆସନ୍ତାକାଲି ରାଜ୍ୟସ୍ତରୀୟ ଶୋକ ସଭା । ସ୍ମୃତିରେ ଦିଆଯିବ ସୁନନ୍ଦା ସମ୍ମାନ ଓ ପ୍ରତିଷ୍ଠା କରାଯିବ ଚେୟାର । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ।

Leave a Reply