‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣି ଆଜି ପାଇଁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି(ବୁଧବାର) ଏହି ମାମଲାର ଶୁଣାଣି ହେବ । ନୂଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କାଲି ଦିନ ୧୦ଟା ୩୦ରେ ନୂଆ ବେଞ୍ଚ ଗଠନ ହେବ । ପ୍ରଧାନ ବିଚାରପତି ଏସ୍.ଏ ବୋବଡେଙ୍କ ଭଣଜା ‘ନିର୍ଭୟା’ଙ୍କ ପକ୍ଷରୁ ଓକିଲ ଅଛନ୍ତି । ତେଣୁ, ପ୍ରଧାନ ବିଚାରପତି ନିଜକୁ ଖଣ୍ଡପୀଠରୁ ଅଲଗା … Continue reading ‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?