ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଆଗତ ବିଲ୍ ଉପରେ ପ୍ରାୟ ୧୨ ଘଣ୍ଟା ଆଲୋଚନା ପରେ ମଧ୍ୟରାତ୍ରିରେ ଅନୁମୋଦନ ମିଳିଛି । ବିଲ୍ ସପକ୍ଷରେ ୩୧୧ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୮୦ ଜଣ ସଦସ୍ୟ ବିରୋଧ କରିଥିଲେ । ପରେ ବିଲକୁ ରାଜ୍ୟସଭାରେ ଆଗତ କରାଯିବ । ତେବେ, ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଲ୍ ପାସ୍ କରାଇବା ଦିଗରେ ଆଞ୍ଚଳିକ ଦଳଗୁଡ଼ିକର … Continue reading ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ
Copy and paste this URL into your WordPress site to embed
Copy and paste this code into your site to embed