ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି

1 min read
CHSE Exam Controller writes to center superintendent

ଭୁବନେଶ୍ୱର: ଲକଡାଉନ୍ କୋହଳ ପରେ ସ୍ୱାଭାବିକ ହେଉଛି ଜନଜୀବନ । କରୋନା ଲକଡାଉନ୍ ଯୋଗୁଁ ସ୍ଥଗିତ ଥିବା ପରୀକ୍ଷା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା କରିବା ପାଇଁ ଚିଠି ଲେଖିଛି CHSE । ସମସ୍ତ ସେଣ୍ଟର ସୁପରିଟେଣ୍ଟଣ୍ଡେଣ୍ଟମାନଙ୍କୁ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ଚିଠି ଲେଖିଛନ୍ତି । କଲେଜ କି ହାଇସ୍କୁଲରେ ସିଟିଂ ବ୍ୟବସ୍ଥା ନେଇ ଜୁନ୍‌ ୧୮ ସୁଦ୍ଧା ଜଣାଇବାକୁ ଚିଠିରରେ ଉଲ୍ଲେଖ କରାଯାଇଛି ।

ସିଟିଂ ବ୍ୟବସ୍ଥା ସହ କମନ୍‌ ରୁମ୍‌, ରିଡିଂ ରୁମ୍‌ ଓ ହଷ୍ଟେଲ ସମ୍ପର୍କରେ ବି CHSE ଡାଟା ସିଟିରେ ଜଣାଇବେ । ଯେଉଁଥିରେ ସିଟିଂ ବ୍ୟବସ୍ଥା କମ୍ ଥିବ, ପାଖ ହାଇସ୍କୁଲ କିମ୍ବା କଲେଜରେ ବ୍ୟବସ୍ଥା କରାଯିବ । ଏହି ଡାଟା ସାମ୍‌ ସେଣ୍ଟର ସିଟିଂ କାପାସିଟି ଲିଙ୍କରେ ଅପଲୋଡ କରାଯିବ ।

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା

Leave a Reply