ଭାରତ-ଚୀନ ଗତିରୋଧ: G-7 ବିସ୍ତାରକୁ ନେଇ ଚୀନ ମିଡିଆର ଧମକ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ
ବେଜିଂ: ଚୀନର ସରକାର ନିୟନ୍ତ୍ରିତ ଗଣମାଧ୍ୟମ ଭାରତକୁ ଧମକ ଦେଇଛି । ଜି-୭ର ବିସ୍ତାର ଓ ଏଥିରେ ଭାରତକୁ ସାମିଲ କରିବା ପାଇଁ ଆମେରିକାର ଉଦ୍ୟମ ଚୀନ ମିଡିଆକୁ ଉତକ୍ଷିପ୍ତ କରିଛି ।ସେଠାକାର ଗଣମାଧ୍ୟମ ଚେତାବନୀ ଦେଇ କହିଛି ଯେ, ଜି-୭ ବିସ୍ତାରରେ ସାମିଲ ହେବା ପାଇଁ ଉଦ୍ୟମ କରି ଭାରତ ନିଆଁ ସହ ଖେଳୁଛି । ଚୀନ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଜି-୭ ବିସ୍ତାର ବିଚାର ଜିଓ ପଲିଟିକ୍ସ ବା ଭୂ-ରାଜନୈତିକ ଗଣିତ … Continue reading ଭାରତ-ଚୀନ ଗତିରୋଧ: G-7 ବିସ୍ତାରକୁ ନେଇ ଚୀନ ମିଡିଆର ଧମକ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ
Copy and paste this URL into your WordPress site to embed
Copy and paste this code into your site to embed