କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ
ବେଜିଂ: ଚୀନ କ୍ୟାନସିନୋ କମ୍ପାନୀକୁ କରୋନା ଭାଇରସ୍ ଭ୍ୟାକ୍ସିନ୍ ପେଟେଣ୍ଟ ଅନୁମତି ଦେଇଛି । କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କରୋନା ଭାଇରସ୍ ଭ୍ଯାକ୍ସିନ୍ ପେଟେଣ୍ଟ ହାସଲ କରିଥିବା ପ୍ରଥମ ଚୀନ କମ୍ପାନୀ ଅଟେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସରେ କ୍ୟାନସିନୋ ଏହି ଭ୍ୟାକ୍ସିନର ନାମ Ad5-nCOV ରଖିଛି । ଅନ୍ୟ ଏକ ରିପୋର୍ଟ ମୁତାବକ, ଚୀନ ନ୍ୟାସନାଲ ଇଣ୍ଟେଲକ୍ଚୁଆଲ୍ ପ୍ରପଟି ଆଡମିନିଷ୍ଟ୍ରେସନ୍ ଅଗଷ୍ଟ ୧୧ ତାରିଖକୁ କ୍ୟାନସିନୋ ବାୟୋଲଜିକ୍ସ ଆଇଏନସିକୁ ଭ୍ୟାକ୍ସିନ ପେଟେଣ୍ଟ ମଞ୍ଜୁରୀ ଦେଇଥିଲା … Continue reading କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ
Copy and paste this URL into your WordPress site to embed
Copy and paste this code into your site to embed