ଶୀତୁଆ ରାତିର ରଙ୍ଗୀନ ଆଲୁଅରେ ବିଧାୟକଙ୍କ ବୋବାଲ୍ ଡ୍ୟାନ୍ସ

1 min read

ଚିଲିକା: ଶୀତୁଆ ରାତିର ରଙ୍ଗୀନ ଆଲୁଅରେ ଧୂମ୍ ଧଡ଼ାକ ନାଚ । ହିନ୍ଦୀ ଗୀତର ତାଳେ ତାଳେ ନାଚୁଛନ୍ତି ବିଧାୟକ । ରାଜନୀତିରୁ  କିଛି ସମୟ ପାଇଁ ବାହାରି ମନଭରି ଉପଭୋଗ କରୁଛନ୍ତି ବିଧାୟକ । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦେଖିବାକୁ ମିଳିଛି ନୂଆ ରୁପରେ ।

https://www.facebook.com/nandighoshatv/videos/754182941723006/?eid=ARDeWmmupLLByaHBG_vTX4mqsbqgvOhzbAWGa9I0WarQu0fl0infKaDm2WyTmAPL3GGAZw1MGPA9QpGo

ଦର୍ଶକଙ୍କ ସହିତ ନିଜେ ବିଧାୟକ ବି ପୁରା ରଙ୍ଗିଲା ହୋଇପଡ଼ିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ମହୋତ୍ସବ ୨୦୧୯ରେ । କାର୍ତ୍ତିକ ମାସର ବୋଇତ ବନ୍ଦାଣ ଉତ୍ସବରେ ଗୀତର ତାଳେ ତାଳେ ନାଚିଥିଲେ ଚିଲିକା ବିଧାୟକ । ଆଉ ତାଙ୍କର ମତୁଆଲା ଡ୍ୟାନ୍ସକୁ ମନଭରି ଉପଭୋଗ କରିଥିଲେ ସେଠାରେ ଉପସ୍ଥିତ ଥିବା ଦର୍ଶକ ।

ଏଭଳି ଡ୍ୟାନ୍ସକୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ  ବିଧାୟକଙ୍କ ବେଶ ପ୍ରଶଂସା କରିଥିଲେ । ')}

Leave a Reply