ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’କୁ ଖୋଜି ପାଇଲା ନାସା
ଭୁବନେଶ୍ୱର: ମିଳିଲା ଲାଣ୍ଡର ‘ବିକ୍ରମ’ର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମୁନ ମିଶନ ଲାଣ୍ଡର ‘ବିକ୍ରମ’କୁ ଚନ୍ଦ୍ରପୃଷ୍ଠରେ ଖୋଜି ପାଇଛି । ଚନ୍ଦ୍ରଯାନ-୨ର ଲାଣ୍ଡର ‘ବିକ୍ରମ’ ଦୁର୍ଘଟଣାସ୍ଥଳର ୭୫୦ ମିଟର ଦୂରରେ ପଡ଼ିଥିବା ଦାବି କରିଛି ନାସା । ‘ବିକ୍ରମ’ର ଭଗ୍ନାଂଶ ଫଟୋ ନାସା ଟ୍ୱିଟ୍ କରିଛି । ଭଗ୍ନାଂଶର ୩ଟି ବଡ଼ ଟୁକୁଡ଼ା ମିଳିଛି । ରାତି ପାଖାପାଖି ସାଢେ ଗୋଟାଏ ବେଳେ ଲାଣ୍ଡର ‘ବିକ୍ରମ’ ଇମ୍ପାକ୍ଟ ସାଇଟର ଫଟୋ ନାସା … Continue reading ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’କୁ ଖୋଜି ପାଇଲା ନାସା
Copy and paste this URL into your WordPress site to embed
Copy and paste this code into your site to embed