ଲକଡାଉନ୍ ନେଇ କଣ ରହିଛି ମୁଖ୍ୟମନ୍ତ୍ରୀମାନଙ୍କ ମତ ? ପିଏମ୍ ମୋଦିଙ୍କ ସହ କଥା ହେଲେ ଶାହ
ନୂଆଦିଲ୍ଲୀ: ଦିନକ ପରେ ସରୁଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ମେ ୩୧ରେ ଚତୁର୍ଥ ତାଲାବନ୍ଦ ଅବଧି ସରୁଥିବା ବେଳେ କେନ୍ଦ୍ର ସରକାର ଜାରି ରଖିଛନ୍ତି ମନ୍ତ୍ରଣା । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ । ୩୧ ପରେ ଲକଡାଉନ ବଢ଼ିବ ନା ନାହିଁ ? ଯଦି ବଢ଼ିବ ! ତେବେ ପଞ୍ଚମ ପର୍ଯ୍ୟାୟ ଲକଡାଉନର ରୂପରେଖ କଣ ରହିବ ? … Continue reading ଲକଡାଉନ୍ ନେଇ କଣ ରହିଛି ମୁଖ୍ୟମନ୍ତ୍ରୀମାନଙ୍କ ମତ ? ପିଏମ୍ ମୋଦିଙ୍କ ସହ କଥା ହେଲେ ଶାହ
Copy and paste this URL into your WordPress site to embed
Copy and paste this code into your site to embed