ଆଜି ସରିବ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର, ମୈଦାନରେ ହେଭିଓ୍ବେଟ୍

1 min read

ଅକ୍ଟୋବର ୨୧ ତାରିଖ ବିଜେପୁର ଉପ ନିର୍ବାଚନ ପାଇଁ ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ନିର୍ବାଚନକୁ ୪୮ ଘଣ୍ଟା ପୂର୍ବରୁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲ୍ ଦମରେ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ।

କାରଣ ଏଥର ସିନେ ତାରକାଙ୍କ ବଦଳରେ ଦଳର ଷ୍ଟାର ପ୍ରଚାରମାନଙ୍କୁ ଗୁରୁତ୍ବ ଦିଆଯାଇଥିଲା

ସବୁଦଳର ହେଭିଓ୍ବେଟ୍ ମୈଦାନରେ ଜୋରଦାର ପ୍ରଚାର କରିଛନ୍ତି । ବାରମ୍ବାର ଉପନିର୍ବାଚନର ମୁହଁ ଦେଖୁଥିବା ବିଜେପୁରବାସୀଙ୍କ ପାଇଁ କାହା ପ୍ରଚାର କେତେ ଫଳ ଆଣି ପାରିଛି, ତାହା ଆକଳନ କରିବା ମୁସ୍କିଲ । ତଥାପି ସବୁ ଦଳ ଆଜି ଶେଷ ଦିନରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରିବେ।

 

')}

Leave a Reply