ତାଜା ଖବର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ନୂଆ କୃଷି ନୀତି (ସମ୍ରିଦ୍ଧି)କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ । December 17, 2019 Continue Reading Previous ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା । ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ । ଆସନ୍ତା ୧୯ ତାରିଖରେ ରାୟ ଶୁଣାଇବେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ।Next ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ । ଶୀତ ଅଧିବେଶନରେ ସରକାର ଏହି ବିଲକୁ ରାଜ୍ୟସଭା ଓ ଲୋକସଭାରେ ପାସ୍ କରାଇବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି।