ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ । ଜଫ୍ରାବାଦରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଭାଙ୍ଗିଦେଲେ ୨ଟି ବସ୍, ପୋଲିସ ଉପରକୁ ଢେଲାମାଡ଼ । ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ ।

Leave a Reply