ଫାର୍ମାସୀ କଲେଜ ନିକଟରେ ଯୁବତୀଙ୍କ ଦଗ୍ଧ ମୃତଦେହ

Inebriated man sets house on fire over dispute with wife; 6 including 4 kids charred to death

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମହୁଡ଼ା ଫର୍ମାସୀ କଲେଜ ନିକଟରେ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ଜଣାପଡ଼ିଛି ।

ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଗୋଳନ୍ଥରା ଥାନା ପୋଲିସ ।

Leave a Reply