ମା ଓ ଦୁଇ ପୁଅ ମିଶି ବିକୁଥିଲେ ବ୍ରାଉନ୍‌ସୁଗାର

1 min read

ବ୍ରାଉନସୁଗର ବିକ୍ରି ବେଳେ ଧରା ପଡିଲେ ମା ପୁଅ। ରାତି ସମୟରେ ରାସ୍ତା କଡରେ ଗରାଖଙ୍କୁ ବିକୁଥିଲେ ବ୍ରାଉନସୁଗାର । ଜଟଣୀ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୧୬ ନଂ ଜାତୀୟ ରାଜପଥର ଗଙ୍ଗ ପଡା ନିକଟରେ ସନ୍ଦେହରେ ଜଣେ ମହିଳା ଏବଂ ଦୁଇ ଯୁବକ ଙ୍କୁ ଧରିଥିଲା  । ସର୍ଚ୍ଚ କରିବା ସମୟରେ ସେମାନଙ୍କ ଠାରୁ ୩୯୦ ଗ୍ରାମ ବ୍ରାଉନସୁଗର ସୁଗାର, ନଗଦ ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ଏବଂ ବ୍ୟବହାର କରୁଥିବା ବାଇକ ଜବତ କରିଛି ପୋଲିସ ।  ସମ୍ପର୍କରେ ଏମାନେ ମା ଏବଂ ଦୁଇ ପୁଅ ବୋଲି ଜଣାପଡିଛି । ଏ ମାନଙ୍କ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗି ସାହିର ବୋଲି ଜଣା ପଡ଼ିଛି । ')}

Leave a Reply