spot_img

Latest Posts

ବଡ ଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ

କଟକ : ଭାଇକୁ ହତ୍ୟା କଲା ଭାଇ। ବଡ ଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ । କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଖିରିଖିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସାନଭାଇ ବର୍ଜୁ ବଦରା । ପାରିବାରିକ କଳହରୁ ଘର ଆଗରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ ବେହେରା ବଦରା। ଖବରପାଇ ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ବଡଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି।

Latest Posts

Don't Miss