ପଦାରେ ପଡ଼ିଲା କିରାଣୀଙ୍କ କାରନାମା: ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡିଓ

1 min read

ଲାଞ୍ଚୁଆ କର୍ମଚାରୀଙ୍କ ଭିଡିଓ ଭାଇରାଲ । ଶ୍ରମିକ ନିୟୋଜନ ଲାଇସେନ୍ସ କରେଇଦେବାକୁ କହି ଲାଞ୍ଚ ନେଉଥିଲେ ସମ୍ପୃକ୍ତ କର୍ମଚାରୀ  । ଭିଡିଓରେ ଥିବା କର୍ମଚାରୀ ଜଣଙ୍କ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗ । ଏହି ଭିଡିଓଟି ବଲାଙ୍ଗିର ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏନେଇ ନିଆଯାଇଛି ଦୃଢ ନିଷ୍ପତ୍ତି । ତେବେ ସମ୍ପୃକ୍ତ କିରାଣୀଙ୍କୁ ନିଲମ୍ବନ କରାଯାଇଛି । ')}

Leave a Reply