ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ଜଣ ମୟୂରଭଞ୍ଜ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୧୭ ଜଣ ଗଞ୍ଜାମ୍ ଜିଲ୍ଲାର ବୋଲି ରିପୋର୍ଟ ଆସିଛି । ସମସ୍ତ କରୋନା ସଂକ୍ରମିତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି ।