ଦେଶୀ ଲୁକରେ ଦେଶୀ ଗାର୍ଲ

1 min read

ଆମେରିକାରେ ଦୀପାବଳି ମନାଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଭାରତରେ ନଥିଲେ ବି ପ୍ରିୟଙ୍କା ଭାରତୀୟଙ୍କ ଭଳି ଆମେରିକାରେ ଦୀପାବଳି ପାଳନ କରିଛନ୍ତି । ସ୍ୱାମୀ ନିକ୍ ଜୋନସଙ୍କ ସହ ସମ୍ପୂର୍ଣ୍ଣ ଉତ୍ସାହ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ।

ନିକ୍ ଜୋନସଙ୍କୁ ବିବାହ କରିବା ପରେ ପ୍ରିୟଙ୍କାଙ୍କ ଏହା ହେଉଛି ପ୍ରଥମ ଦୀପାବଳି । ପ୍ରିୟଙ୍କା ଏହାକୁ ଆମେରିକାରେ ପତି ନିକ ଓ ପରିବାର ସହ ପାଳନ କରି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଏଥିସହ ସମସ୍ତଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ପ୍ରିୟଙ୍କା ।

  ')}

Leave a Reply