ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍‌ ଡକଲପଡ଼ାରେ ବସ୍‌ରେ ଲାଗିଲା ୩୩ କେଭି ବିଦ୍ୟୁତ୍ ତାର । ୩୦ରୁ ଅଧିକ ଯାତ୍ରୀ ଆହତ । ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।

Leave a Reply